ଥନ ଯଉବନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ; ସଂସ୍କୃତ - ସ୍ତନ ଓ ଯୌବନ) ସମ୍ପାଦନା

ଯୁବତୀର ଉଚ୍ଚ କୁଚର ଶୋଭା — The beauty of a youthful girl due to having swollen breasts.

ଆଗେରେ କାଳିଆ ! ନାହିଁ କରୁଥିଲୁ ସିଘାଂଣି ନାକକୁ ଦେଖି, ଏବେରେ କାଳିଆ ! ଝୁରି ମରୁଅଛୁ ଥନ ଯଉବନ ଦେଖି ଢଗ