ତତ୍କ୍ରିୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ତତ୍କିୟ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି, ତତ୍+କ୍ରିୟା) ସମ୍ପାଦନା

୧. ବିନା ଦରମାରେ ଯେ କାମ କରେ — ୧. Working without any pay or remunaration.
୨. ସେହି କର୍ମକାରୀ —୨. Doing that work.
୩. ସେହିନ୍ଦୀ - ବ୍ୟବସାୟୀ — ୩. Following that profession.