ତତ୍କାଳିକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ତତ୍କାଳିକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ତତ୍କାଳ+ଭାବାର୍ଥେ. ଇକ) ସମ୍ପାଦନା

ତାତ୍କାଳିକ; ତାତ୍କାଳୀନ; ସେହି ସମୟରେ ଘଟିଥିବା; ସମସାମୟିକ; ତଦାନୀନ୍ତନି — A pertaining to that time contemporary