ତକସିମ୍ ଜମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

=== ବୈଦେଶିକ - ବିଶେଷ୍ୟ - (ଆରବୀ - ତକ୍ସୀମ୍= ବଣ୍ଟନ+ ଜମା= ରାଜସ୍ୱ, ଖଜଣା)

ସମ୍ରାଟ ଆକବରଙ୍କ ସ଼ଚୀବ ତୋଡ଼ର— ମଲଙ୍କଦ୍ୱାରା କରାଯାଇଥିବା ଓଡ଼ିଶାର ରାଜସ୍ୱ ବନ୍ଦୋବସ୍ତ — The name of the Revenue Settlement of Orissa done by Akbar's minister Toṟḍ̠aramala.

ତୋଡ଼ରମଲଙ୍କ ଓଡ଼ିଶା ରାଜସ୍ୱ ବନ୍ଦୋବସ୍ତର ନାମ ତକସିମ ଜମା ଓ ଟଙ୍କା ରକ୍ମୀ ଜଗବନ୍ଧୁ. ପ୍ରାଚୀନ ଉତ୍କଳ



  • (file)