ଣ କୁଶଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ରଣନିପୁଣ, ରଣପଟ୍ଟୁ, ରଣକୃତୀ—ଅନ୍ୟରୂପ)

(ରଣକୁଶଳା, ରଣନିପୁଣା, ରଣକୃତିନୀ, ରଣପଟ୍ୱୀ—ସ୍ତ୍ରୀ) 

(ରଣକୁଶଳତା, ରଣନିପୁଣତା, ରଣକୃତିତ୍ୱ, ରଣପଟୁତା—ବିଶେଷ୍ୟ - ରୂପ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୭ମୀ ତତ୍) ସମ୍ପାଦନା

ଯୁଦ୍ଧବିଦ୍ୟାରେ ପାରଗ — Skilful in the art of warfare.