ଡାକ ବ୍ୟାଗ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଡାକ ବାଗ୍, ଡାକ ବେଗ୍ଅନ୍ୟରୂପ

ଦେଶଜ - ବିଶେଷ୍ୟ - (ଓ. ଡାକ ଇଂରାଜୀ - ବାଗ୍) ସମ୍ପାଦନା

୧. ଡାକ ଚିଠି ଆଦି ବାଣ୍ଟିବା ଯେଉଁ ଥଳିରେ ଡାକବାଲା ଚିଠିଆଦି ବହନ କରେ — ୧. Postman's bag.
୨. ଚାକ ରନର୍ମାନେ ଏକ ଡାକ— ଘରୁ ଅନ୍ୟ ଡାକଘରକୁ ନେବା ଚିଠିପତ୍ର ଆଦିର ମୁଣି —୨. The bag carried by postal runners.
୩. ଏକ ଡାକଘରୁ ଅନ୍ୟ ଡାକଘରକୁ ରେଳ, ବଗିଗାଡ଼ି ବା ଜାହାଜ ଆଦିଦ୍ୱାରା ଚିଠି ପତ୍ର ଆଦି ପଠା ଯିବା ପାଇଁ ବ୍ୟବହୃତ ମୁଣି —୩. Mail-bag.
୪. ଏକ ଜାକଘରୁ ଅନ୍ୟ ଡାକ ଘରକୁ ପ୍ରେରିତ ଟଙ୍କା ଓ ନୋଟ୍ ଆଦି ପଠାଯିବା ପାଇଁ ବ୍ୟବହୃତ ସୁଦୃଢ଼ ଚମଡ଼ାର ଥଳି —୪. Strong leather-bags used for sending money and currency notes from one post office to another.