ଡହଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ -(ସଂସ୍କୃତ - ଲାଳାୟିତ) ସମ୍ପାଦନା

୧. ବିକଳା; ଖାଇବା ନିମନ୍ତେ ଆତୁର —୧. Ravenous; gluttonous.
୨. ଟକଳା; ଅତିରିକ୍ତରୂପେ ଖାଦ୍ୟଲୋଲୁପ — ୨. Having an inordinate yearning or longing for food.