ଡହକିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ଦହ ଧାତୁ; ସଂସ୍କୃତ - ଧୂକ୍ଷ ଧାତୁ) ସମ୍ପାଦନା

୧. ଦହକିବା, ରଡ଼ନିଆଁଯୁକ୍ତ ହେବା; (ଜଳନ୍ତା ଅଙ୍ଗାର) ଦାଉ ଦାଉ କରିବା —୧. To be full of blazing fire or live charcoal.

(ଯଥା—ଚୁଲିଟା ଡହକୁଛି )

୨. ଉତ୍ତପ୍ତ ହୋଇ ପାଚି ଯିବା — ୨. To become red-hot or blazing.

(ଯଥା—କମାରର ଲେହୀ ଉପରେ ଲୁହା ଖଣ୍ଡ ଡହକୁଛି )