ଡମରୁମଧ୍ୟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - ସ୍ତ୍ରୀ(ବହୁବ୍ରୀହି; ଡମରୁ+ମଧ୍ୟ+ସ୍ତ୍ରୀ ଆ; ଡମରୁର ମଧ୍ୟସ୍ଥଳ ପରି ସରୁ କଟିଦେଶ ଯେଉଁ ସ୍ତ୍ରୀର) ସମ୍ପାଦନା

ସରୁକଙ୍କାଳୀ — Slender-waisted (Woman).