ଡଜନ ଦର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଡଜନ ରେଟ, ଡଜନ ଭାଉ—ଅନ୍ୟରୂପ

ଦେଶଜ - ବିଶେଷ୍ୟ - (ଇଂରାଜୀ - ଡଜନ୍ + ଫାରାସୀ - ଦର) ସମ୍ପାଦନା

କୌଣସି ପଣ୍ୟ ଦ୍ରବ୍ୟର ପ୍ରତି ୧୨: ଗୋଟାର ମୂଲ୍ୟ ବା କିମତ — Rate per dozen of any ware.

(ଯଥା— ଗେଞ୍ଜିଗୁଡ଼ିକ ମୁଁ ଡଜନ ଦରରେ କଲିକତାରେ କିଣିବାରୁ ସସ୍ତାରେ ମିଳିଲା)

[ଦ୍ରଷ୍ଟବ୍ୟ — ପଣ୍ୟଦ୍ରବ୍ୟ ବେଶି ସଂଖ୍ୟାରେ କିଣିବା ପାଇଁ ଲୋକ— ମାନଙ୍କୁ ଉତ୍ସାହିତ ବା ପ୍ରଲୋଭିତ କରିବା ନିମନ୍ତେ ଦୋକାନୀ— ମାନେ ଉକ୍ତ ଦ୍ରବ୍ୟର ଡଜନ ଦରକୁ ଗୋଟିକିଆ ଦର ଅନୁପାତରେ ସସ୍ତା କରିଥାଆନ୍ତି]