ଡଙ୍ଗ ଛୁଇଁବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଡଙ୍କ ମାରିବା, ଡଙ୍କ ଲାଗିବାଅନ୍ୟରୂପ

ଦେଶଜ - ବିଶେଷ୍ୟ - (ଶୁଭାବାଚନ; କିମ୍ୱାସଂସ୍କୃତ - ଦଂଶ=ନାହୁଡ଼) ସମ୍ପାଦନା

ସର୍ପଘାତ —(Eupheism) Snake- bite

[ଦ୍ରଷ୍ଟବ୍ୟ ା— ସାପର ନାମ ଉଚ୍ଚାରଣ କରିବା ଅମଙ୍ଗଳର ଭାବି ଲୋକେ ସାପ ନାମ ନଧରି ଡଙ୍କ, ଲଅ,ଲହ, ଲମ୍ୱଜନ୍ତୁ ଆଦି ଶଦ୍ଦ ବ୍ୟବହାର କରନ୍ତି]