ଡଙ୍କାରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂ ଟଙ୍କାରୀ) ସମ୍ପାଦନା

ଏକପ୍ରକାର ବନ୍ୟ କ୍ଷୁପ — Wild; Goose-berry; Physalis Peruvina a plant used as medicine for some cattle desease and as antidote againhst poisoning.

[ଦ୍ରଷ୍ଟବ୍ୟ —ଏହା ବଙ୍ଗନାଦିବର୍ଗର ବର୍ଷାୟୁ ଫଳ ଶୋକ ଏହାର ଫଳ ଟିକି ବାଇଗଣ ପରି ବହୁବୀଜ ଆଶ୍ୱଗନ୍ଧା ଫଳ ପରି ଫଳର ମୂଳ ଫୁଲର ପାଖୁଡ଼ାରେ ଆବୃତ ଏହା ଦକ୍ଷିଣ ଆମେରିକାର ଗଛ; ଏ ଦେଶକୁ ଅଣା ଯାଇ ଜଙ୍ଗଲୀ ହେଇ ଅଛି ଏ ଗଛରେ କଣ୍ଟା ନାହିଁ,ପତ୍ରର ଆକୃତି ମନ୍ଦାରପତ୍ର ପରି, କିନ୍ତୁ ମନ୍ଦାର ପତ୍ର ଠାରୁ ଛୋଟ ନାଲି ଧଳା ଓ ଗୋଲାପୀ ଫୁଲ ଭେଦର ଏ ଗଛ ତିନି ପ୍ରକାରର ଫୁଲ ଗୋଛ ହେଇ ଧରେ,ଫୁଲ ଝଡ଼ି ଗଲେ ଫଳ ମଧ୍ୟ ଥୋପା ଥୋପା ହୋଇ ଫଳେ ବୈଦ୍ୟଶାସ୍ତ୍ର ମତରେ ଏହା ବାତଘ୍ନ ବିକ୍ତରସ କପନାଶକ ଅଗ୍ନି ଦୀପକ ଲଘୁ ଏବଂ ଶୋଥ ଓ ଉଦର ରୋଗ ନାଶକ ଓ ବିସର୍ପ ରୋଗରେ ହିତକର

ଗୋମେଷାଦିଙ୍କ ବେଙ୍ଗା ଓ ଶୋଷା ରୋଗରେ ଓଏହା ବ୍ୟବହୃତ ହୁଏ ଓ ଏହା ବିଷନାଶକ] 

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ପିତଳର ଏକପ୍ରକାର ଚଟୁ — A kind of brass ladle.