ଡକାଡକି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ପରସ୍ପର ଆହ୍ୱାନ — Calling each other.

ଆସ ଆସ ଡକାଇଡକିରେ ସେ ଡକା ପକାଇ ଅଛନ୍ତି ପିକେ ଭଞ୍ଜ କୋଟିବ୍ରହ୍ମାଣ୍ଡସୁନ୍ଦରୀ

୨. ଉଚ୍ଚୈଃସ୍ୱରରେ ବହୁବାର ଡାକିବା — ୨. Outcry; repeated shouts.

ବିଶେଷଣ - ସମ୍ପାଦନା

ପରସ୍ପରଦ୍ୱାରା ଆହୁତ — Called by each other.

ସଚାମାନେ ସଖିରୁ ଦୁହିଁ ଛାଡିଦେଇ ଡକାଡକି ହୋଇଲେ ଯୁଝାବାର ପାଇଁ କୃଷ୍ଣସିଂହ, ମହାଭାରତ. ଭୀଷ୍ମ