ଡକାଇତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଢକ୍କା, ସଂସ୍କୃତ - ହୁଙ୍କାର; ଓ ଡାକ; ଯେଊଁ ଦସ୍ୟୁ ଢକ୍କା ପିଟି ବା ଡାକ ମାରି ଧନ ଲୁଣ୍ଠନ କରେ) ସମ୍ପାଦନା

ଖଣ୍ଟ; ଡାକୁ; ବଳ ପ୍ରୟୋଗ ପୂର୍ବକ ଚୋରି ନିମନ୍ତେ ଦଳବନ୍ଧ ବହୁ ସଂଖ୍ୟକ ବ୍ୟକ୍ତି; ଦସ୍ୟୁ —Dacoit; robber; bandit; high- way-man.

ଡକାଇତ ପଣ କରେ ଜୀଏଁ ଯେତେ କାଳ ପ୍ରାଚୀ. ଶିବା ସୁରୋଦୟ

[ଦ୍ରଷ୍ଟବ୍ୟ —ଚୋର ସଂଖ୍ୟରେ ଏକ ବା ତତୋଧିକ ବ୍ୟକ୍ତି; ଚୋର ଦ୍ରବ୍ୟ ସ୍ୱମୀର ଅଜ୍ଞାତରେ ଦ୍ରବ୍ୟକୁ ଲୁଚାଇ କରି ଚୋରି କରେ କିନ୍ତୁ ଡ଼କାଇତମାନେ ଦଳବନ୍ଧ ହୋଇ ବଳ ପ୍ରୋୟଗପୂର୍ବକ ଡାକି ହାକି ଅର୍ଥାତ୍ ପ୍ରକାଶ୍ୟରେ ଚୋରି କରନ୍ତି ଏବଂ କେହି ବାଧା ଦେଲେ ତାକୁ ମାରି ପକାଇବାକୁ ଦ୍ୱିଧ କରନ୍ତି ନାହିଁ]