ଠୂଳରୂପ
ସ୍ଥୂଳ ରୂପ; ଦେହଧାରୀ ଆକାର — Material shape.
ସାଧୂଜନଙ୍କୁ ହିତ କରେ ଶନ୍ୟରେ ଠୂଳ ରୂପ ଧରେ ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ