ଠିଲେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ସ୍ଥୂଳ) ସମ୍ପାଦନା

୧. ଅତି ମାତ୍ରାରେ ପୂର୍ଣ୍ଣ ହେବା — ୧. To be full to overflowing.

(ଯଥା—ନଈରେ ପାଣି ଠିଲେଇଛି)

୨. ପଛଆଡ଼ୁ ଠେଲିବା — ୨. To push from behind.

(ଯଥା—ଗଙ୍ଗାରେ ଜୁଆର ପାଣି ଠିଲେଇଛି)