ଠିକ କରିବା
ଠିକ କରିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଠିକ କରିବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ସମଷ୍ଟି କରିବା; ଯୋଗ କରିବା — ୧. To sum up; to add together.
- ୨. ଏକାଧିକ ସଂଖ୍ୟାର ଯୋଗଫଳ ବାହାର କରିବା — ୨. To cast up a sum, to work out the total of more than one number.