ଠିକ୍ ଠିକଣା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ସ୍ଥିରତା —୧. Certainty.
୨. ବନ୍ଦୋବସ୍ତ; ଆୟୋଜନ — ୨. Arrangement.
୩. ସ୍ଥିରୀକରଣ —୩. Ascertainment.
୪. ଇୟତ୍ତା —୪. Estimate.
୫. ସୁବ୍ୟବସ୍ଥା —୫. Good arrangment; nice order.