ଠିକେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ଅ ସମ୍ପାଦନା

ଠିକ୍ କଥା କହିବାକୁ ଗଲେ —To speak the truth; roughly speaking.

କ୍ରି.ବିଶେଷଣ - ସମ୍ପାଦନା

ସଂକ୍ଷେପରେ; ସ୍ଥୂଳତଃ —Briefly, roughly.

ଠପରି ଜଗତ ଦିଶେ, ଠିକେ କବି ରବି ଭାଷେ କବିସୂର୍ଯ୍ୟ, ସଙ୍ଗୀତ