ଠିକରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.—(ସଂସ୍କୃତ - ସ୍ତକ୍, ଷ୍ଟକ୍=ପ୍ରତିଘାତ) ସମ୍ପାଦନା

(ଆଖି) ଝଲସି ଯିବା ବା ବୁଜି ହୋଇ ଯିବା; ବାଧା ପାଇବା — To be dazzled; to be dazed (said of the eyes.)

ଠିକରି ପଡ଼ୁଛି ଠାବେ ଠାବେ ନେତ୍ର ହେରି ଏ ଚନ୍ଦ୍ରମା ହାଟ ରାଧାନାଥ. ପାର୍ବତୀ

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକାରୂପ ସଙ୍ଗେ ପଡ଼ିବା, ଯିବା କ୍ରିୟାର ସମାପିକାରୂପ ଲାଗେ]