ଠିକଣା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - [ସଂସ୍କୃତ - ସ୍ଥା ଧାତୁ (Beams); ସଂସ୍କୃତ - ସ୍ଥାନ] ସମ୍ପାଦନା

୧. ସ୍ଥିରତା; ଥୟ; ନିଶ୍ଚୟତା — ୧. Stability; certainty; precision; fixity.
୨. କୂଳ କିନାରା; ଚିହ୍ନ; ନିଦର୍ଶନ; କଳନା — ୨. Trace or vestige of any thing.
୩. ପତ୍ତା; ବାସସ୍ଥାନ, କୌଣସି ବ୍ୟକ୍ତିଙ୍କୁ ରହିବା ସ୍ଥାନ — ୩. Residence; address; where-abouts of a person.
୪. ସତ୍ୟ ବା ସୁନିଶ୍ଚିତ ସଂବାଦ —୪. Accurate or exact information.
୫. ଯୋଗାଡ଼; ଆୟୋଜନ; ବନ୍ଦୋବସ୍ତ — ୫. Arrangement; desposition.
୬. ଶେଷ ସୀମା; ଶେଷ ଉଦ୍ଦେଶ୍ୟ — ୬. The end; last aim; desired limit.
୭. କୌଣସି ବିଷୟର ସ୍ଥିରୀକରଣ — ୭. Ascertainment.