ଠିଆ ହଗୁରା ମାଛି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଏକପ୍ରକାର ବଡ଼ ମାଛି — A kind of big flea.

[ଦ୍ରଷ୍ଟବ୍ୟ —ଏ ମାଛିମାନେ ଖାଦ୍ୟ ଉପରେ ଚାଲୁ ଚାଲୁ ହଗି ଦିଅନ୍ତି, ସେ ବିଷ୍ଠା ସଙ୍ଗେସଙ୍ଗେ କୃମିରେ ପରିଣତ ହୋଇଯାଏ]