ଠିଆ ଯୋଗୀ
ଠିଆ ଯୋଗୀ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଠିଆ ଯୋଗୀ
|
ଦେଶଜ - ବିଶେଷ୍ୟ -
ସମ୍ପାଦନାଯେଉଁ ଯୋଗୀ ଦିବାନିଶି ଠିଆ ହୋଇ ରହନ୍ତି — An anchorite who passes his whole time (day and night) in a standding posture.
[ଦ୍ରଷ୍ଟବ୍ୟ —ଏମାନେ ଠିଆରେ ଠିଆଁରେ ଖିଆପିଆ, ମଳୋତ୍ସର୍ଗ, ମୂତ୍ରୋତ୍ସର୍ଗାଦି କରନ୍ତି ଓ ଗୋଟିଏ ଆଲଗୁଣୀ ବା ବୃକ୍ଷଶାଖା ବା କାନ୍ଥକୁ ଆଉଜି ଠିଆରେ ଠିଆରେ ନିନ୍ଦ୍ରା ଯାଆନ୍ତି]