ଠିଆ ଯୋଗୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଯେଉଁ ଯୋଗୀ ଦିବାନିଶି ଠିଆ ହୋଇ ରହନ୍ତି — An anchorite who passes his whole time (day and night) in a standding posture.

[ଦ୍ରଷ୍ଟବ୍ୟ —ଏମାନେ ଠିଆରେ ଠିଆଁରେ ଖିଆପିଆ, ମଳୋତ୍ସର୍ଗ, ମୂତ୍ରୋତ୍ସର୍ଗାଦି କରନ୍ତି ଓ ଗୋଟିଏ ଆଲଗୁଣୀ ବା ବୃକ୍ଷଶାଖା ବା କାନ୍ଥକୁ ଆଉଜି ଠିଆରେ ଠିଆରେ ନିନ୍ଦ୍ରା ଯାଆନ୍ତି]