ଠିଆ ବାହି ଦଣ୍ଡା
ଠିଆ ବାହି ଦଣ୍ଡା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଠିଆ ବାହି ଦଣ୍ଡା
|
ଦେଶଜ - ବିଶେଷ୍ୟ -
ସମ୍ପାଦନାମଲ୍ଲଭୂମିରେ ଲମ୍ୱ ଭାବରେ ପୋତା ହୋଇଥିବା କାଠ ଖୁଣ୍ଟ, ଯାହାକୁ ମଲ୍ଲ— ମାନେ ବାହୁଦ୍ୱାରା ଆଘାତ କରନ୍ତି; ମାଲଖୁମ୍ୱ —A perpendicular piller in a gymnasium against which the athletes strike their arms.
ଋଋ ବେନି କ୍ଷରତହିଁ ଠିଆ—ବାହି—ଦଣ୍ଡା ପ୍ରାଚୀ. ବ୍ରହ୍ମନିରୂପଣ ଗୀତ