ଠିଆ ପୁଚି
ଠିଆ ପୁଚି
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନାଯୁବତୀ ଓ ବାଳିକାମାନେ ଠିଆ ହେବା ଅବସ୍ଥାରେ ଅର୍ଥାତ୍ ଚାଲି ଚାଲି ଯେଉଁ ପୁଚି ଖେଳ ଖେଳନ୍ତି — A frisking dance danced by girls in a standing posture.
ଠିଆ ପୁଚି ନାରଙ୍ଗ, ଗୋଡ଼ ଦିଓଟି ସାରଙ୍ଗ—ପୁଚିଗୀତ
[ ଦ୍ର—ବାଳିକାମାନେ ବସି ବସି ପୂଚି ଖେଳ ଖେଳନ୍ତି ଓ ଠିଆ ହୋଇ ବା ଚାଲି ଚାଲି ମଧ୍ୟ ପୂଚି ଖେଳନ୍ତି]