ଠିଆ ପହଁରା
ଠିଆ ପହଁରା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଠିଆ ପହଁରା
|
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ପାଣିରେ ଠିଆ ହେବା ବାଗରେ ପହଁରିବା — ୧. A dexterous mode of swimming with the legs in a standing position.
- ୨. ଠିଆ ହୋଇ ଘରଦ୍ୱାରା ଛାଞ୍ଚୁଣିଦ୍ୱାରା ସମ୍ମାର୍ଜନ କରିବା ବା ଓଳାଇବା — ୨. Sweeping a place while standing. i.e. without stooping low.
[ଦ୍ରଷ୍ଟବ୍ୟ —ନଇଁ କରି ନ ଓଳାଇଲେ ଛାଞ୍ଚୁଣି ଆଦି ପୂର୍ଣ୍ଣରୂପେ ଭୂମିରେ ଲାଗେ ନାହିଁ]