ଠିଆଠାଣି

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଠିଆହୋବାର ଭଙ୍ଗି ବା ଛଟା — Pose; standing posture; stature.

ବିଶେଷଣ -

ସମ୍ପାଦନା

ସୁଗଠିତ; ମନହୋର ଆକାର ବିଶିଷ୍ଟ — Of graceful stature or build.