ଠାୟେ
ଠାୟେ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ଅ.
ସମ୍ପାଦନା- ୧. ଠାରେ; ନିକଟରେ — ୧. At; near.
ଆମ୍ଭ ନୃତ୍ୟ ଗୀତ ଦେଖି ଦାନ ଦେବ,ଜଣାଅ ରାଜାଙ୍କ ଠାୟେ ପ୍ରାଚୀ. ରହସ୍ୟମଞ୍ଜରୀ
- ୨. ଏକା ସ୍ଥାନରେ —୨. In one place.
ଆତ୍ମଧ୍ୟାନରେ ଥିବା ଠାୟେ, କାହିଁକି ନ ଚଳିବ ପାୟେ ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ
- ୩. କୌଣସି ନିର୍ଦିଷ୍ଟ ସ୍ଥାନରେ —୩. At a certain place.