ଠାରୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. (୫ମୀ ବିଭକ୍ତିର ଚିହ୍ନ) ସମ୍ପାଦନା

୧.ରୁ — ୧. From.
୨. (ଅମୃକ) ସ୍ଥାନରୁ —୨. From (a place)


ଅନୁବାଦ ସମ୍ପାଦନା

୩. (ଅମୁକ) ବ୍ୟକ୍ତି ନିକଟରୁ — ୩. From (some person)
୪. (ଅମୁକ) ଅପେକ୍ଷା —୪. Than.
୫. (ଅମୁକ) ସମୟରୁ ଆରମ୍ଭ କରି — ୫. Since; beginning from (such a time)

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - ସମ୍ପାଦନା

ଚନ୍ଧା; ଟାଙ୍ଗରା —Bald.