ଠାବ ଦେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଆଶ୍ରୟ ବା ସ୍ଥାନ ଦେବା — To give shalter.

(ଯଥା—ମୋ ବଥଟା ଏପରି ବିନ୍ଧୁଛି ଯେ ମତେ ପୃଥିବୀ ଠାବ ଦେଉ ନାହିଁ)