ଠାବ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଆନୁସନ୍ଧାନଦ୍ୱାରା କୌଣସି ଅଜ୍ଞାତ ବିଷୟ ବା ସଂବାଦ ସ୍ଥିର କରି ବୁଝିବା; ଠିକଣା କରିବା — ୧. To find out the clue to something after inquary; : to ascertain an unknown matter.

ବୁଲି ଋଷ୍ୟମୁକେ ଖୋଜି ନ ପାଇ ବିବରକେ ସେ ଠାବ କଲେ ଯଇଁ ଭଞ୍ଜ. ବୈଦେହିଶବିଳାସ

୨. କୌଣସି ବ୍ୟକ୍ତିର ପତ୍ତା ବା ଠିକଣା ଅନୁସନ୍ଧାନଦ୍ୱାରା ଜାଣିବା —୨. To ascertain the address or whereabouts of a person.

(ଯଥା—ହନୁମାନ ସୀତାଙ୍କୁ ଠାବ କରିବାକୁ ଲଙ୍କାକୁ ଗଲେ)

୩. ରହିବା; ଅବସ୍ଥାନ କରିବା —୩. To stay.

ମନେ କଲି ଚନ୍ଦଙ୍କୁ ଘେନି ସୂର୍ଯ୍ୟଦେବ ଏ ମେଘର ମଧ୍ୟ କି କରିଛନ୍ତି ଠାବ କୃଷ୍ଣସିଂହ. ମହାଭାରତ. ଅନୁଶାସନ