ଠାବରେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - (ପଦ୍ୟ) ଅ ସମ୍ପାଦନା

୧. ନିକଟରେ; ପାଖରେ — ୧. Near.
୨.ଠାରେ —୨. At; in; with.

ଭୀମ ଯାହା ଠାବରେ କରି ଥାଏ କ୍ରୋଧ କୃଷ୍ଣସିଂହ, ମହାଭାରତ, ଉଦୋଗ