ଠାବ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାନ; ପ୍ରା. ଠାଣା; ଠାଁ ସଂସ୍କୃତ - ସ୍ଥାପନ) ସମ୍ପାଦନା

୧. ସ୍ଥାନ; ଜାଗା —୧. Place; space; room.

ସର୍ବେ ମୁଁ ମହାତପ କଲି, ବସିବା ଠାବେ ତା ଲିଭିଲି ଭୂପତି. ପ୍ରମପଞ୍ଚାମୃତ

୨. କୌଣସି ବ୍ୟକ୍ତିର ବାସସ୍ଥାନ; ଠିକଣା — ୨. Dwelling place;address; or whereabouts of a person.

(ଯଥା—୩ ବରଷ ଖୋଜି ଖୋଜି ନିରୁଦିଷ୍ଟ ବ୍ୟକ୍ତିର ଠାବ ମିଳିଲା ନାହିଁ)

୩. ଠିକଣା; ନିଶ୍ଚିତ ସଂବାଦ; ପତ୍ତା; ସନ୍ଧାନ — ୩. Certain news; trase; clue.

(ଯଥା—ମୁଁ ତାଙ୍କର ତୀର୍ଥମୃତ୍ୟୁର କୌଣସି ଠାବ ପାଇଲି ନାହିଁ)

୪. ଆଶ୍ରୟ —୪. Shelter.
୫. ପାତ୍ର; ଆଧାର —୫. Pot; receptacle.

ଠାବ ଆଣ ବୋଲି ରାୟେ ଧାଈଙ୍କି କହିଲେ ସୁବର୍ଣ୍ଣ ତାଟିଆ ମୁଦୂସମୂଳୀ ଆଣି ଦେଲେ ପ୍ରାଚୀନବଳଚରିତ