ଠାକୁର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ଠାକୁରାଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଠକ୍କୁର) ସମ୍ପାଦନା

୧. ଦେବ; ମହାପ୍ରଭୂ — ୧. Deity; God; the Lord.

ଠାକୁର ଠାକୁରାଣୀ ପଦାମ୍ୱୁଜ ଧ୍ୟାନରଙ୍କ କବିସୂର୍ଯ୍ୟ, କିଶୋରୀଚମ୍ପୂ ଠ ଗୀତ

୨. ଦେବ ପ୍ରତିମା —୨. Idol; image of a Deity.
୩. ପ୍ରଭୂ; ଖାମିଦ —୩. Lord; master.
୪. ଶ୍ରେଷ୍ଠ ବା ମାନବୀୟ ବ୍ୟକ୍ତି — ୪. Respected person; His Holiness.

(ଯଥା—ଠାକୁର ରାଜା)

୫. ଗୁରୁ ବ୍ୟକ୍ତି —୫. One's elder.

ଭୀମସେଜ ଠାକୁରଙ୍କ ଅଟେ ଏ ଆଦେଶ ରାଧାନାଥ. ବେଣୀସଂହାର

୬. ବ୍ରାହ୍ମଣଙ୍କୁ ସଂବୋଧନ — ୬. An address used to Brāhmaṇa.
୭. ବଙ୍ଗୀୟ ବ୍ରହ୍ମଣମାନଙ୍କ ବଂଶୋପାଧିବିଶେଷ — ୭. A family-title of Brāhmaṇas in Bengal.
୮. କ୍ଷତ୍ରିୟମାନଙ୍କ ବଂଶୋପାଧିବିଶେଷ — ୮. A family-title amongst Kshatriyas.
୯. ଭାରତର ପଶ୍ଚିମାଞ୍ଚଳରେ ଭଣ୍ଡାରୀମାନଙ୍କ ବଂଶୋପାଧି— ବିଶେଷ —୯. A family-title of barbers in N.W. India.
୧. ଗୁରୁଦେବ —୧୦. Spiritual preceptor.

ପ୍ରାଦେଶିକ - (ସଂହଭୂମି) ବିଶେଷ୍ୟ - ସମ୍ପାଦନା

ରାଜାମାନଙ୍କ ବଂଶୋପାଧି — Family-title of Rajas in Singhbhum.