ଠାକିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସ୍ଥା ଧାତୁ; ତୁଳ. ଇଂରାଜୀ - ସିକ୍, ଷ୍ଟେ) ସମ୍ପାଦନା

୧. ସ୍ଥିର ହେବା —୧. To be satationary; to have a firm footing.

(ଯଥା—ଶିଉଳିରେ ମୋ ଗୋଡ଼ ଠାକୁ ନାହିଁ)

୨. ବଞ୍ଚିବା; ଜୀବନରେ ରହିବା — ୨. To live; to be alive.

(ଯଥା—ଏ ବର୍ଷ ଏପରି ଶୀତ ହେଲେ ବୁଢ଼ାର ଠାକିବା କଷ୍ଟ)

୩. ଥାକିବା; ଅବସ୍ଥାନ କରିବା —୩. To stay.
୪. କୌଣସି ସ୍ଥାନରେ ସ୍ଥିରଭାବରେ କିଛିଦିନ ରହିବା — ୪. To stick to a place.