ଠାଇ କରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ଠାଇକିନା, ଠାଇକିନି, ଠାଇଦସ୍—ଅନ୍ୟରୂପ)

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ଠୋ କରି; ସଶଦ୍ଦ ଓ ଜୋର୍ କରି (ଚକକଣା ମାରିବା ବା ଆଘାତ କରିବା) — Producing a clapping sound.

(ଯଥା—ସେ ମୋତେ ଠାଇ କରି ଗୋଟିଏ ଚଟକଣା ମାଇଲା)