ଠାଆ ପୀଢ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାନ ଓ ପୀଠ) ସମ୍ପାଦନା

୧. ଭୋଜନ ସ୍ଥାନରେ ମୁରୁଜ ଦେଇ ଓ ପୀଢ଼ା ପକାଇ ଭୋଜନସ୍ଥାନ ପ୍ରସ୍ତୁତ କରିବା —୧. Setting the place for meal in order; making a place ready for occupation of the diner.

ଠାଆ ପୀଢ଼ା କରି କୃଷ୍ଣଙ୍କୁ ଘେନି ଗଲେ, ତଦଅନ୍ତରେ ଘରୁ ବଢ଼ାବଢ଼ି କଲେ କୃଷ୍ଣସିଂହ. ମହାଭାରତ. ଭଦୋଗ

୨. ଭୋଜନକ୍ରିୟା —୨. The act of eating.