ଠାଆ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି—(ସଂସ୍କୃତ - ସ୍ଥାନ; ପ୍ରା. ଠାଣ) ସମ୍ପାଦନା

୧. ଭୋଜନ ପାଇଁ ସ୍ଥାନ ପ୍ରସ୍ତୁତ କରିବା —୧. To make a place ready for dining.

[ଦ୍ରଷ୍ଟବ୍ୟ —ଭୋଜନ ସ୍ଥାନକୁ ଓଳାଇ, ପାଣି ଛିଞ୍ଚି, ପୀଢ଼ା ବା ଆସନ ପକାଇ, ଭୋଜନ ପତ୍ର ବା ପାତ୍ର ପଡ଼ିବା ସ୍ଥାନରେ ମୁରୁଜଦ୍ୱାରା ଚିତ୍ର କାଟିବାକୁ ହୁଏ; ପୀଢ଼ାଉପରେ ଭୋଜନ କରିବା ବ୍ୟକ୍ତି ବସନ୍ତି ଓ ମୁରୁଜ ଦିଆଯିବା ସ୍ଥାନରେ ପାତ୍ର ବା ପତ୍ର ରଖାଯାଇ ତହିଁରେ ଖାଦ୍ୟାଦି ବଢ଼ାଯାଇ ଖିଆଯାଏ]

୨. (ରାଜା ଆଦି) ଭୋଜନରେ ବସିବା — ୨. To dine; to take one's meal.