ଠାଆବଢ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ) ସମ୍ପାଦନା

ଭୋଜନ ସ୍ଥାନରେ ଜଣକପାଇଁ ସଜ୍ଜିତ ଭୋଜନ ଦ୍ରବ୍ୟ —Meal set for one person.

ଏ ରୂପ ଠାଆବଢ଼ା ହୋଇଛି ପାଞ୍ଚୋଟି—କୃଷ୍ଣସିଂହ, ମହାଭାରତ. ଆଦି