ଠରାଠରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଠରାଠୁରି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ସମ୍ପାଦନା

ପରସ୍ପର ସଙ୍କେତଦ୍ୱାରା ମନୋଗତ ଭାବର ଆଦାନପ୍ରଦାନ; ଠାରଠୁର — Mutual exchange of significant glances and signs; reciprocal nodding and gestures.

ଆମ୍ୱଙ୍କୁନ କହିଣ ଠରାଠରି ହୋଇଣ ଅଗମ୍ୟ ବନରେ ପଶିଳେ ଗୋ ବିଶ୍ୱନାଥ. ବିଚିତ୍ର ରାମାୟଣ

ବିଶେଷଣ - ସମ୍ପାଦନା

ପରସ୍ପର ମଧ୍ୟରେ ଠାରଦ୍ୱାରା ମନୋଗତଭାବ ପ୍ରକାଶ କରୁଥିବା (ବ୍ୟକ୍ତିଗଣ) — Ecxchanging thoughts with each other by glances and signs.