ଠମକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସ୍ତନଭ୍ ଧାତୁ; ସଂସ୍କୃତ - ଧାମ) ସମ୍ପାଦନା

୧. ହାବଭାବ ସହିତ ଗତିଭଙ୍ଗି; ଛଇ — ୧. Coquetry.
୨. ନୃତ୍ୟଭଙ୍ଗିରେ ଚାଲିବା — ୨. Affected gait.
୩. ଆଡ଼ମ୍ୱର —୩. parade; pomp; show.