ଠଣ୍ ଠଣ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - (ଧ୍ୱନ୍ୟନୁକରଣ) ଅ ସମ୍ପାଦନା

୧. ଧାତୁମୟ ପଦାର୍ଥର ପରସ୍ପର ଆଘାତଜନିତ ଶବ୍ଦ; ଟଙ୍କା ଗଣିବାରେ ଶବ୍ଦ; ଘଣ୍ଟି ଶବ୍ଦ — ୧. Clanging sound; ding; clang.
୨. ପୋଲ ପାତ୍ରରେ ଶବ୍ଦ — ୨. Sound of a hollow vessel; hollow sound.

ବିଶେଷଣ - ସମ୍ପାଦନା

୧. ଅପର୍ଯ୍ୟାପ୍ତ; ଗଜଗଜ (ଧନ) — ୧. Plentiful (cash).

(ଯଥା—ତା ପାଖରେ ଟଙ୍କା ଠଣ୍ଠଣ୍ ହଉଛି)

୨. ଅତି ଅଭାବଗ୍ରସ୍ତ ବା ନିର୍ଧନ (ବ୍ୟକ୍ତି) — ୨. Very needy; indigent (person).

(ଯଥା—ମୁଁ ଏବେ ଠଣ୍ଠଣ୍ ମଦନ ଗୋପାଳ)

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ନଗଦ —In cash.

(ଯଥା—ସେ ଟ ୩ ଠଣ୍ଠଣ୍ କରି ଗଣି ଦେଲା)