ଠକ୍ଠକିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ଯେଉଁ ମାଟି ଶୁଖି ଯାଇଥିବାରୁ ହଳ ବୁଲାହେବା ସମୟରେ ତହିଁ ମଧ୍ୟକୁ ଲଙ୍ଗଳ ଲୁହା ପ୍ରବେଶ ନ କରି ଉପରେ ଉପରେ ଡ଼େଇଁ ଡ଼େଇଁ (ଠକଠକ ହୋଇ) ଚାଲିଯାଏ; ଅତ୍ୟନ୍ତଶୁଷ୍କ ଓ ଟାଣୁଆ ଭୂମି — Dry (land).