ଠକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥଗ୍ ଧାତୁ) ସମ୍ପାଦନା

ଠକେଇ; ଠକିବା କର୍ମ — Cheating; deception.

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - ସମ୍ପାଦନା

୧. ଠିକ୍ — ୧. Correct; right.
୨. ଅସଲ; ଖାଣ୍ଟି —୨. Genine; original.

କ୍ରି.ବିଶେଷଣ - ସମ୍ପାଦନା

ଠିକ୍ରୂପେ; ଆଚ୍ଛା —Well; currently.

(ଯଥା—ତୁ ଠକା କହିଲୁ=ତୁ ଠିକ୍ କହିଲୁ)