ଠଉର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥିର) ସମ୍ପାଦନା

୧. ସ୍ଥିରତା — ୧. Certainty.


ଅନୁବାଦ ସମ୍ପାଦନା

୨. ଠାବ; ଦୃଢ଼ ଅବସ୍ଥିତ — ୨. Firm footing; stability.

(ଯଥା—ଶିଉଳିରେ ଗୋଡ଼ର ଠଉର ହେଲା ନାହିଁ)

୩. ଇନ୍ଦ୍ରିୟଗୋଚର; ଅନୁଭବ — ୩. Perception; ken.

(ଯଥା—କୁହୁଡ଼ି ହେତୁ ବାଟର ଠଉର ହେଲା ନାହିଁ)

୪. ନିଶ୍ଚୟାତ୍ମକ ଜ୍ଞାନ; ଠିକଣା —୪. Knowing; ascertainment; certain knowledge; positive assurance.
୫. ଅନୁମାନ —୫. Guess.

(ଯଥା—ମୁଁ ତା କଥାରେ କିଛି ଠଉରି ପାଇଲି ନାହିଁ)

ବିଶେଷଣ - ସମ୍ପାଦନା

୧. ସ୍ଥିର; ଦୃଢ଼ସ୍ଥାୟୀ —୧. Stable, firm.
୨. ସ୍ଥିରୀକୃତ —୨. Ascertained.
୩. ଇନ୍ଦ୍ରିୟଦ୍ୱାରା ଅନୁଭୂତ — ୩. Perceived by the senses.
୪. ଅନୁମିତ —୪. Guessed.