ଟଙ୍କା ବନ୍ଧେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଆପଣା ପାଖରେ ଥିବା ପଇସା ଓ ରୋଜକିମାନଙ୍କୁ ବଦଳାଇ ସେହି ମୂଲ୍ୟରେ ଟଙ୍କା ଆଣିବା — ୧. To get pice and other small coins changed into rupees.
୨. ଆପଣା ପାଖରେ ଥିବା ଟଙ୍କାମାନଙ୍କୁ ବଦଳାଇ ତଦ୍ୱିନିମୟରେ ମୋହର ବା କରେନ୍ସି ନୋଟ୍ ଆଣିବା —୨. To get rupees changed into gold coins or currency notes.