ଝାଇଁପାଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଧ୍ନା ଧାତୁ+ପାନୀୟ) ସମ୍ପାଦନା

ଯେଉଁ ପାଣିକୁ ଅଗ୍ନି ଉତ୍ତାପରେ ଗରମ ନ କରି ତହି ମଧ୍ୟରେ ତାତିଲା ଲୁହା ଖଡ଼ିକା ଆଦି ମାଡ଼ି ଗରମ କରାଯାଏ — Waterr made warm by immersing a red-hot iron in it

[ଦ୍ରଷ୍ଟବ୍ୟ —ଏହା ରୋଗୀର ପାନୀୟ]