ଝାଇଁଝାଇଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. (ଧ୍ୱନ୍ୟନୁକରଣ ବା ସଂସ୍କୃତ - ଝଙ୍କାର) ସମ୍ପାଦନା

୧. ଉପର୍ଯ୍ୟୁପରି ପଦାର୍ଥଦ୍ୱୟର ଆଘାତଜନିତ ଶବ୍ଦ —୧. Sound repeated tinkling or clanking; repeated clanging sound.

(ଯଥା—ଘଣ୍ଟ ବାଜିବାର, ଚାଉଳ ଭାଜିବାର, ଝାଞ୍ଜିବାଜିବାର ଶବ୍ଦ)

୨. ଝିଙ୍କାରିମାନଙ୍କର ରାବିବା ଶବ୍ଦ — ୨. The chirping of crickets.

ଝାଇଁ ଝାଇଁ ସ୍ୱନେ ଡାକେ ଝିଙ୍କାରୀ ସୀମାନ୍ତରେ ଦାବାନଳ ସଞ୍ଚର ଗୋଲୋକ. ଇନ୍ଦୂରେଖା

୩. ନିଶା ଗର୍ଜିବାର ଶବ୍ଦ —୩. The deep distant sound observed at dead of night.

ସୁଗଭୀର ନିଶିଥିନୀ ଝାଇଁ ଝାଇଁରାବେ ରାଧାନାଥ. ଶ୍ମଶାନ ଦୃଶ୍ୟ

୪. ଝିମି ଝିମି; ଝୋଲା ମାରିବାର ଅନୂଭୂତି — ୪. Tingling sensation; a sensation of fainting.

(ଯଥା—ମୋ ଦେହ ଝାଇଁ ଝାଇଁ ହଉଛି)

୫. ଭାଁ ଭାଁ; କାନରେ ଉପର୍ଯ୍ୟ୍ଯପରି ଗର୍ଜନାଦି ବାଜିବା ଅନୂଭୂତି —୫. A feeling of tinkling inside the ear.

(ଯଥା—କାନ ଝାଇଁ ଝାଇଁ ହେଲା)