ଝଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ଝଳ ଧାତୁ+ଆ) ସମ୍ପାଦନା

୧. ଆତପର ଉର୍ମି; ଖରାର ତରଙ୍ଗ (ମେଦିନୀ) —୧. A wave of sun's rays.
୨. କନ୍ୟା; ଝିଅ —୨. Daughter (Apte).
୩. ବାଳିକା —୩. A girl (Apte).
୪. ଝିଙ୍କାରୀ —୪. A cricket (Apte).
୫. ଖରା —୫. Sunshine (Apte).
୬. ଝଟକୁଥିବା ଆଲୋକ — ୬. Glittering light (Apte).
୭. ଆଭା; ଚାକଚକ୍ୟ — ୭. Splendour (Apte).

ଅନୁବାଦ ସମ୍ପାଦନା

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଉଦ୍ଧାର, ତୁଳନାକର ଓ ଉଝାଳିବା, ଉଝଳା)

ଝାଳିବାକର୍ମ; ଦୁଇଖଣ୍ଡି ଧାତୁକୁ ଅନ୍ୟ ଧାତୁ ଦ୍ରବଦ୍ୱାରା ସଂଯୁକ୍ତ କରି ମିଶାଇବା —Soldering of two pieces of metal.

ଦେଶଜ - ବିଶେଷଣ - ସମ୍ପାଦନା

ପରସ୍ପର ସଂଯୁକ୍ତ ହୋଇ ମିଶା ଯାଇଥିବା (ଧାତୁଖଣ୍ଡ ଦ୍ୱୟ) —Soldered.