ଝମ୍ପା ଝାଲରିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଯହିଁରେ ଫୁଲି ଓ ଝାଲର ଲାଗି ଥାଏ —୧. Furnished with tassels and strings.
୨. ଯାହା ପେନ୍ଥାପେନ୍ଥା ଓ କେରାକେରା ହୋଇ ତଳକୁ ଲମ୍ୱି ଥାଏ —୨. Hanging down in tassels and strings.

ଝମ୍ପାଝାଲରିଆ ଅଳକ ତିଳକ ଶୋଭିନୀର କେଶବେଶେ କବିସୂର୍ଯ୍ୟ. ସଙ୍ଗୀତ